ଆସୁଛି ‘ନିର୍ମଳ’ ଯୋଜନା: ବଡ଼ ମେଡିକାଲରୁ ହଟିବେ ଘରୋଇ ସଂସ୍ଥା

କଟକ: କେବେ ଆସିବ ନିର୍ମଳ? କେବେଠାରୁ ଲାଗୁ ହେବ ଏହି ଯୋଜନା? ଏହାର ସଠିକ୍‌ ତଥ୍ୟ ଯଦିଓ କାହାରି ପାଖରେ ନାହିଁ ତଥାପି ଖୁବ୍‌ଶୀଘ୍ର କଟକ ବଡ଼ ଡାକ୍ତରଖା‌ନାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। ଏଭଳି ବ୍ୟବସ୍ଥାରେ ଆଉ ଖାଦ୍ୟ ପାଇଁ, ସୁରକ୍ଷାକର୍ମୀ, ସଫେଇ ତଥା ବିଭିନ୍ନ ସେବା ପାଇଁ ଅଲଗା ଅଲଗା ଟେଣ୍ଡର ହେବନି। ଘରୋଇ ସଂସ୍ଥା ହଟିବେ ଓ ଏକକ ବ୍ୟବସ୍ଥା ନିର୍ମଳ ଯୋଜନା … Continue reading ଆସୁଛି ‘ନିର୍ମଳ’ ଯୋଜନା: ବଡ଼ ମେଡିକାଲରୁ ହଟିବେ ଘରୋଇ ସଂସ୍ଥା